Pratidin TV

Odisha's Digital News Platform

ଏହି ସ୍ଥାନରେ ମିଳେ ୧ ଲକ୍ଷ ଟଙ୍କାର ଚପଲ

1 min read

ଆମେ ସମସ୍ତେ ଚପଲ ପିନ୍ଧିଥାଉ | ଏହି ଚପଲର ମୂଲ୍ୟ ୧00 ରୁ ଆରମ୍ଭ କରି ୫00 ପର୍ଯ୍ୟନ୍ତ ଥାଏ | ତେବେ ଏବେ ଯେଉଁ ଚପଲର ଦାମ ଟାଏ କହିବାକୁ ଯିବେ ତା’ର ମୂଲ୍ୟ ଜାଣିଲେ ହେବେ ଚକିତ | କାରଣ ସାଧାରଣତଃ ଗାଧୁଆଘର ପାଇଁ ଏଭଳି ଚପଲ ବ୍ୟବହାର କରାଯାଏ | କିନ୍ତୁ ଏହି ଚପଲର ଦାମ ସାଧାରଣ ଭାରତୀୟ ମାନଙ୍କୁ ଆଶ୍ଚର୍ଯ୍ୟ କରାଇଦେବ | ତେବେ ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି |

ଜଣେ ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଭିଡ଼ିଓଟି କୁଏତର ଅଟେ | କୁଏତରେ ଜଣେ ରିଟେଲର ପ୍ରାୟ ୪,୫୦୦ କୁଏତି ଦିନାର ଅର୍ଥାତ ଭାରତୀୟ ମୂଲ୍ୟ ଅନୁଯାୟୀ ୧ଲକ୍ଷ ଟଙ୍କାରେ ଚପଲ ବିକ୍ରି କରୁଛନ୍ତି । ତେବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି |

ତେବେ ଏହି ଭିଡ଼ିଓ ପୋଷ୍ଟ ହେବା ପରେ କିଛି ଲୋକ ଲେଖିଛନ୍ତି, ଭାରତରେ ଏହି ଚପଲ ୬୦ ଟଙ୍କାରେ ମିଳିବ । ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସାରାଜୀବନ ଗାଧୁଆ ଘର ଚପଲ ବ୍ୟବହାର କରାଇବା ପାଇଁ ୪୫00 କୁଏଟ ଦିନାର ଦେବି |

Leave a Reply

Your email address will not be published. Required fields are marked *