Pratidin TV

Odisha's Digital News Platform

ନଦୀକୁ ଖସିଲା ଯାତ୍ରବାହୀ ବସ୍

1 min read

ନୂଆଦିଲ୍ଲୀ : ପୋଲଉପରୁ ନଦୀକୁ ଖସିଲା ବସ୍ ।ଏପରି ହୃଦୟଥରା ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶଠାରେ । ସୂଚନା ମୁତାବକ ଇନ୍ଦୋରରୁ ପୁନେ ଯାଉଥିବା ସମୟରେ ଯାତ୍ରୀବାହୀ ବସ୍‌ଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।ବସଟି ପାଣି ଭିତରେ ଓଲଟିପଡିବା ଯୋଗୁ ବସଟି ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡି ରହିଛି । ତେବେ ବସରେ ସର୍ବମୋଟରେ ୫୫ ଜଣ ଯାତ୍ରୀ ଥିବା କୁହାଯାଊଛି ।

ବସଟି ପାଣି ଭିତରେ ବୁଡି ରହିଥିବାରୁ ଏଯାଏ ଶ୍ୱାସ ରୁଦ୍ଧ ହୋଇ ପ୍ରାୟ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ଅଗ୍ନିବାହୀ ଟିମ୍ ପହଞ୍ଚି ୧୫ ଜଣଙ୍କୁ ସୁରକ୍ଷିତ ଉର୍ଦ୍ଧାର କରିଛି । ଯେହେତୁ ବସ୍ ଟି ପାଣି ଭିତରେ ବୁଡି ରହିଛି ଶ୍ୱାସ ରୁଦ୍ଦ ଯୋଗୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *