Pratidin TV

Odisha's Digital News Platform

୧୩୯ ଟି ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା

1 min read

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିକୁ ଲକ୍ଷ୍ୟରେ ରଖି ଅଗଷ୍ଟ ୨୧ ରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଅଗଷ୍ଟ ୨୭ (ଶନିବାର)କୁ ଘୁଞ୍ଚାଯାଇଥିଲା । ASO ପରୀକ୍ଷା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଛୁଟି ଘୋଷଣା ହୋଇଛି । ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ କେନ୍ଦ୍ର କରାଯାଇଛି । ଏନେଇ ଆସନ୍ତା ୨୭ ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ଟି ଶିକ୍ଷାଅନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *