Pratidin TV

Odisha's Digital News Platform

ଭରତପୁର କେସ୍ ; ପୀଡିତାଙ୍କୁ ଦେଖି କାବା ହେଲା କ୍ରାଇମବ୍ରାଞ୍ଚ , ଛୋଟେଇ ଛୋଟେଇ ଥାନାରେ ପହଞ୍ଚିଲେ ….

1 min read

ଭରତପୁର ଥାନାରେ ପୀଡିତାଙ୍କୁ ଦେଖି ତାଜୁବ ହେଲା କ୍ରାଇମବ୍ରାଞ୍ଚ । କାରଣ ଆଜି ଭରତପୁର ଥାନାରେ ସିନ ରିକ୍ରିଏସନ୍ ପାଇଁ ପହଞ୍ଚିଥିଲେ ପୀଡିତା ଏବଂ ମେଜର । କିନ୍ତୁ ପୀଡିତାଙ୍କୁ ଦେଖି ତାଜୁବ ହୋଇଥିଲା କ୍ରାଇମବ୍ରାଞ୍ଚ କାରଣ ଥାନା ସମ୍ମୁଖରେ ପହଞ୍ଚିବା ପରେ ପୀଡିତା ସେଠାରୁ ଛୋଟେଇ ଛୋଟେଇ ଥାନା ଭିତରକୁ ଯାଇଥିଲେ । ଆଉ ସେଠାରେ ୧୪ ସେପ୍ଟେମ୍ବର ରାତିର ଘଟଣାକୁ ତନ ତନ କରି ଦେଖାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *