Pratidin TV

Odisha's Digital News Platform

ଭୁବନେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ

1 min read

ଭୁବନେଶ୍ୱର ; ଓଡିଶାରୁ କାୟା ମେଲାଇଲାଣି କରୋନା । ୨ କରୋନା ନୂଆ ଭାରିଏଣ୍ଟ JN.1 ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ଏହି ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡର ହୋଇଥିବା ବେଳେ ଆଉ ଜଣେ ଭୁବନେଶ୍ୱରର ବୋଲି ଜଣାପଡିଛି । କେରଳରୁ ଆସିଥିବା ଜଣେ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ୱର କିମ୍ସରେ ଚିକିତ୍ସିତ । ତେବେ ଏହି ୨ ଜଣ ଆକ୍ରାନ୍ତ କେରଳରୁ ଫେରିଥିବା ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *