Pratidin TV

Odisha's Digital News Platform

ଓଡିଶାକୁ ଆସିଲେ ୨ ନୂଆ ଅତିଥି ।

ଜଳେଶ୍ବର: ଓଡିଶା ଆସିଲା ଦୁଇଟି ଜିରାଫ । ଏକ ଟ୍ରଲରରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ଦୁଇଟି ଜିରାଫକୁ ଅଣାଯାଇଛି । ପୂର୍ବାହ୍ନ ୧୦.୩୫ ସମୟରେ ଲକ୍ଷ୍ମଣନାଥ ଟୋଲଗେଟ ଦେଇ ଓଡିଶାକୁ ପ୍ରବେଶ କରିଛି ।

ନନ୍ଦନକାନନ ରେ ରଖାଯିବା ନେଇ ସୂଚନା ପଶ୍ଚିମବଙ୍ଗ ଆଲିପୁର ରୁ ଆସିଥିବା ସୂଚନା । ପ୍ରବେଶ ସମୟରେ ଜଳେଶ୍ବର ଏସ ଡ଼ି ପି ଓ ଦିଲ୍ଲୀପ ସାହୁ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *