Pratidin TV

Odisha's Digital News Platform

Month: March 2024

ସୁନ୍ଦରଗଡ଼ ; ସ୍କୁଲ ପିଲାଙ୍କୁ ଦିଆଯିବ ମିଲେଟ୍ /ମାଣ୍ଡିଆ ଲଡୁ । ମିଲେଟ ମିଶନ ଏବଂ ଊଗୠ ର ମିଳିତ ପ୍ରୟାସରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି...

1 min read

ଭୁବନେଶ୍ୱର ; ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗ (EC) ଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ...

1 min read

ଦୁର୍ଘଟଣାରେ ଗୁରୁତର ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବେଲଡିହି ନିକଟରେ ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ...

ନିକଟରେ ଭିଡିଓ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି | ତେବେ ଏକ ଇଲେକ୍ଟ୍ରିକ୍ ବାଇକ୍ ର ବ୍ୟାଟେରୀ ଜଳିବା ପରେ ବଡ଼ ବିସ୍ଫୋରଣ ହୋଇଥିବାର ଦେଖିବାକୁ...

1 min read

ଭୁବନେଶ୍ୱର ; ଓଲିଉଡ୍ ର ଦୀପିକା-ରଣବୀର ଯୋଡି ଭାବେ ଜଣା ସବ୍ୟାଅର୍ଚ୍ଚିତା । ୧ ମାର୍ଚ୍ଚ ୨୦୨୧ ରେ ସବୁଦିନ ପାଇଁ ସବ୍ୟସାଚ୍ଚୀ ମିଶ୍ରଙ୍କ ହାତ ଧରିଥିଲେ...

ତାମିଲନାଡୁର ନାଲାମପାଲ୍ଲୀରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ୧୦ ବର୍ଷର ନାବାଳିକା ସହିତ କୁକର୍ମ କରିଥିଲା, ତା’...

ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଲାହିରୁ ଥିରିମାଣେ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଛନ୍ତି | ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ଥିରିମାଣେ କାରର...

1 min read

ଭାରତରେ ଅଧିକାଂଶ ଲୋକ ଗୋଆ ଯିବାକୁ ପସନ୍ଦ କରନ୍ତି ଏବଂ ଯିବାକୁ ଯୋଜନା କରିଥାନ୍ତି | କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ ଲୋକ ସେଠାକୁ ଯାଇ...

1 min read

ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ଦେଶର ଦକ୍ଷିଣ ରାଜ୍ୟ (ବିଜେପି ମିଶନ୍ ସାଉଥ୍) ରେ ବିଜେପି ନିଜର ପ୍ରସାରକୁ ଜୋରଦାର କରିଛି।...