Pratidin TV

Odisha's Digital News Platform

ଇଞେକସନ ନେଇ ଗୁରୁତର ହେଲେ ,୨୧ଜଣ ରୋଗୀ

ଭୁବନେଶ୍ୱର : ରାଜ୍ୟର ଅନେକ ଜିଲ୍ଲାରେ ଏବେ ଡାଏରିଆ ବ୍ୟାପୁଛି ।ବିଶୁର୍ଦ୍ଧ ପାନୀୟ ଜଳର ଅଭାବ,ଉତ୍ତମ ଖାଦ୍ୟାର ଅଭାବ,ସୁସ୍ଥ ,ସଫା ପରିବେଶର ଅଭାବରୁ ଲୋକମାନେ ଏପରି ପରିସ୍ଥତିର ସମ୍ମୁଖିନ ହେବାକୁ ବାଧ୍ୟ ହେଉଛନ୍ତି । ତେବେ ବ୍ରହ୍ମପୁର ଏମ୍କେସିଜି ଚିକିତ୍ସାଳୟର ୧ନଂ ୱାଡରେ ଜ୍ୱର,ଝାଡାବାନ୍ତିରେ ଆକ୍ରାନ୍ତ ୨୧ ଜଣ ରୋଗୀ ଗତକାଲି ଭର୍ତ୍ତି ହୋଇଥିଲେ । ଝାଡା ବାନ୍ତି କମେଇବାକୁ ନେଇ ଡାକ୍ତର କାଲି ସମସ୍ତଙ୍କୁ ଇଞେକ୍ସନ ଦେଇଥିଲେ । କିନ୍ତୁ ଇଞେକସନ୍ ଦେବାର କିଛି ସମୟ ପରେ ,ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିଥିଲା ।

ସ୍ୱାସ୍ଥବସ୍ଥା ଗୁତୁତର ହେବାରୁ , ଡାକ୍ତର ସେମାନଙ୍କୁ ଅକ୍ସିଜେନ ଲଗାଇଥିଲେ । ପରିବାର ଲୋକେ ଭୁଲ ଇଞେକସନ୍ କୁ ନେଇ ଚିକିତ୍ସାଳୟରେ ପ୍ରଶ୍ନ କରିବାରୁ , ରୋଗ ଅନୁଯାୟୀ ଇଞେକସନ୍ ଦେଇଛନ୍ତି ବୋଲି କହିଥିଲେ ଡାକ୍ତର । ତେବେ ଇଞେକସନ୍ ନେବା ପରେ ହଠାତ୍ ରୋଗୀମାନଙ୍କ ଅବସ୍ଥା ଏପରି କାହିଁକି ଗୁରୁତର

Leave a Reply

Your email address will not be published. Required fields are marked *