Pratidin TV

Odisha's Digital News Platform

ଓଡିଶାରେ ୨ୟ ଅଂଶୁଘାତ ମୃତ୍ୟୁ ; କଟକର ୨୧ ବର୍ଷୀୟ ଭୁବନେଶ୍ଵରୀ ଦାସ ବୁଜିଲେ ଆଖି …

ଅଂଶୁଘାତ ପୁଣି ନେଲା ଜୀବନ । କଟକରେପ୍ରଥମ ଏବଂ ଓଡିଶାରେ ୨ୟ ଅଂଶୁଘାତ ମୃତ୍ୟୁ । ମୃତକଙ୍କ ପରିଚୟ ୨୧ ବର୍ଷୀୟ ଛାତ୍ରୀ ଭୁବନେଶ୍ଵରୀ ଦାସ । କଟକ ସିଟି କଲେଜର ଛାତ୍ରୀ ଅଟନ୍ତି ଭୁବନେଶ୍ଵରୀ । ତାଙ୍କ ବାପାଙ୍କ ନାମ ଜ୍ୟୋତି ଭୂଷଣ ଦାସ । ଘର କାଜିଡିହ ।

ଗତକାଲି କଟକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହାପୂର୍ବରୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ମହେଶପୁର ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଏପ୍ରିଲ ୧୫ ତାରିଖରେ ମୃତ୍ୟୁ ଘଟିଥିଲା । ସରକାର ଏହାକୁ ସନ୍ ଷ୍ଟ୍ରୋକ୍ ଜନିତ ମୃତ୍ୟୁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *