Pratidin TV

Odisha's Digital News Platform

ଓଡିଶାରେ ବଢୁଛି ପଜେଟିଭି ସଂଖ୍ୟା , ଭୟରେ ଥରୁଛି ଜନସାଧାରଣଙ୍କ ଛାତି ….

ଭୁବନେଶ୍ୱର ; ଲୋକଙ୍କୁ ନାକେଦମ କଲାଣି କରୋନା । ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ମହାମରୀରୁ ବର୍ତ୍ତିବା ପାଇଁ ଅନେକ ଭ୍ୟାକସିନ୍ ,ଟିକା ଇତ୍ୟାଦି ମଧ୍ୟ ହାର ମାନିଛି । ୨୩ ବର୍ଷ ଲୋକଙ୍କୁ ଏହି ମହମାରୀ ହନ୍ତସନ୍ତ କରିଥିବା ବେଳେ ଏବେ ପୁଣି ଦେଶ ତଥା ରାଜ୍ୟକୁ ଫେରିଛି କରୋନା ।

ଦେଶରେ ବର୍ତ୍ତମାନ ୭୦୨ ପଜେଟିଭ୍ ବାହରିଥିବା ବେଳେ ଆଜି ଓଡିଶାରୁ ଆଉ ୩ ପଜେଟିଭ୍ ଚିହ୍ନଟ ହୋଇଛି । ତେବେ ବର୍ତ୍ତମାନ ଓଡିଶାରେ କରୋନା ପଜେଟିଭ୍ ସଂଖ୍ୟା ୮ ରେ ପହଞ୍ଚିଲାଣି । ଯାହା ସମସ୍ତଙ୍କ ଚିନ୍ତା ବଢାଇଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ଲୋକମାନଙ୍କ ଭିଡରେ ଏହା ହୁ ହୁ ହୋଇ ବଢିପାରେ । ତେବେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଦୃଷ୍ଟିରେ ରଖି ଚିନ୍ତାପ୍ରକଟ କରିଛି ।

Leave a Reply

Your email address will not be published. Required fields are marked *