Pratidin TV

Odisha's Digital News Platform

ଅସୁସ୍ଥ ହେଲେ ୩୫ଜଣ ସ୍କୁଲ ଛାତ୍ର

1 min read

ଭୁବନେଶ୍ୱର : ରାୟଗଡାର ଏକ ସ୍କୁଲ ଛାତ୍ରାବାସର ୩୫ ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ । ସୂଚନା ମୁତାବକ ରାୟଗଡାର ବିଷମକଟକ ବ୍ଲକର ଦଣ୍ଡାପଡା କେବିକେ ଛାତ୍ରବାସରେ ଘଡିଛି ଏଭଳି ଏକ ଘଟଣା । ଖାଦ୍ୟରେ କିଛି ମିଶ୍ରଣ ଯୋଗୁଁ ଏପରି ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି ।ତେବେ ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ଭାବରେ ଜଣାପଡିନି । ତେବେ ସମସ୍ଥ ୩୫ ଜଣ ଛାତ୍ରଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିିଳିଛି ।

Advertisement

Leave a Reply

Your email address will not be published. Required fields are marked *