Pratidin TV

Odisha's Digital News Platform

ରାଜ୍ୟରେ ଉପରମୁହାଁ ହେଉଛି କରୋନା

1 min read

ଭୁବନେଶ୍ୱର : ରାଜ୍ୟୟରେ ଦିନକୁ ଦିନ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୧,୯୪୬ କୁ ବୃଦ୍ଧି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ ରାଉତରାୟଙ୍କ ମତ ଅନୁଯାୟୀ ଦେଶରେ କ୍ରମାଗତ କରୋନା ବଢିବାର ମୂଳ କାରଣ ସଙ୍ଗରୋଧ ଓ ଏଇ ମାସରେ ହେଉଥିବା ବାହାଘର ,ଭୋଜି ,ରଥଯାତ୍ରା ଯୋଗୁ ଲୋକମାନେ ପରସ୍ଫର ଶସ୍ପର୍ଷରେ ଆଶି କରୋନା ବଢୁଛି । ରାଜ୍ୟାରେ ଗତ ୨୪ ଘଣ୍ଟାରେ ୪୨୮ କରୋନା ସଂକ୍ରମିତ ଚିହ୍ନଟ । ସେଥିରୁ ଲୋକାଲ କେସ୍ ୧୭୭ ଚିହ୍ନଟ ବେଳେ , କ୍ୱାରେଣ୍ଟିନରୁ ୨୫୧ ଆକ୍ରାନ୍ତ ଚିହ୍ନଟ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗରେ ୫୬ ଜଣ ଆକ୍ରାନ୍ତ ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୮୮, ବାଲେଶ୍ୱରରୁ ୧୭,ଭଦ୍ରକରୁ ୨,ଗଜପତିରୁ ୬,ଜଗତସିଂହପୁର ୫,ଯାଜପୁର ୪,ଝାସୁଗୁଡା ୩, କଳାହାଣ୍ଡିରୁ ୨,କେନ୍ଦ୍ରାପଡାରୁ ୩, କୋରାପୁଟରୁ ୧, ମାଲକାନାଗିରିରୁ ୧, ମୟୁରଭଞରୁ ୬ , ନୟାଗଡରୁ ୪, ପୁରୀରୁ ୧୪, ସମ୍ବଲପୁରରୁ ୫, ଗଞାମରୁ ୨ା

Advertisement

Leave a Reply

Your email address will not be published. Required fields are marked *