Pratidin TV

Odisha's Digital News Platform

୪୮ ବର୍ଷତଳର ରିଜ୍ୟୁମ : ସେୟାର କଲେ ବିଲ୍ ଗେଟସ୍‌

1 min read

କୌଣସି ଚାକିରି ପାଇଁ ଆବେଦନ କଲାବେଳେ ଆମକୁ ନିଜର ଶିକ୍ଷାଗତ ଯୋଗ୍ୟତ ଓ ବୃତ୍ତିଗତ ଅଭିଜ୍ଞତା ଆଦି ଲେଖାଥିବା ଏକ ଦଲିଲ୍ ପ୍ରସ୍ତୁତ କରିବାକୁ ପଡେ , ଯାହାକୁ ରିଜ୍ୟୁମ ବା ବାୟୋଡାଟା ଆଦି କୁହାଯାଏ । ତାହା ପ୍ରସ୍ତୁତ କଲାବେଳେ ଡର ଲାଗେ , କାଳେ କିଛି ତ୍ରୁଟି ରହିଯିବ କି ? ଏକ ର୍ନିଭୁଲ ରିଜ୍ୟୁମ ଦ୍ୱାରା ହିଁ ଚାକିରି ମିଳିବା ସୁବିଧା ହୁଏ । ମାଇକ୍ରୋସପ୍ଟଓଏଆର ପ୍ରତିଷ୍ଠିତା
ବିଲ୍ ଗେଟ୍‌ସ ନିଜର ୪୮ ବର୍ଷ ତଳର ଏକ ପୁରୁଣା ରିଜ୍ୟୁମ ଲିଂଙ୍କଡ୍‌ଇନ୍ ରେ ସେୟାର କରିଛନ୍ତି । ଯଅହାକୁ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳିବା ସହ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି । ଏହା ୪୮ ବର୍ଷ ତଳେ ବିଲ୍ ଗେଟ୍‌ସ ହାୱାଡ କଲେଜର ଛାତ୍ର ଥିବା ସମୟର ରିଜ୍ୟୁମ । ଏଥିରେ ତାଙ୍କର ପୂରା ନାମ ଲେଖା ଅଛି ଓି୍ୱଲିୟମ୍ ହେନେରୀ ଗେଟସ୍ । ସେ କଲେଜର କେଉଁ କେଉଁ ବିଷୟ ଅଧୟନ କରିଛନ୍ତି ତାହାର ବିବରଣୀ ଏଥିରେଦିଆଯାଇଛି ।ଯଥା ଅପରେଟିଂ ସିଷ୍ଟମ ଷ୍ଟ୍ରକର ,ଡାଟା ବେସ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଗ୍ରାଫିକ୍ସ । ।

Advertisement

Leave a Reply

Your email address will not be published. Required fields are marked *