Pratidin TV

Odisha's Digital News Platform

ଭୟରେ ଆଗୁଆ ଜାମିନ ଆବେଦନ କଲେ ଭରତପୁର ନିଲମ୍ବିତ ୫ ପୋଲିସ କର୍ମୀ ।

1 min read

ଭୁବନେଶ୍ୱର ; ଭୁବନେଶ୍ୱର କେସ୍ ରେ ବଡ ମୋଡ । ପଲିଗ୍ରାଫ୍ ଟେଷ୍ଟପରେ ହାଇକୋର୍ଟ ରେ ଆଗୁଆ ଜାମିନ ଆବେଦନ କଲେ ଭରତପୁର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ଏବଂ ୪ ପୋଲିସ କର୍ମୀ ।

ଅନ୍ୟପଟେ, ଭରତପୁର ଥାନା ମାମଲାରେ ଆଜି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା ବିଚାର ବିମର୍ଷର ପ୍ରଥମ ବୈଠକ ।ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମକୁ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *