Pratidin TV

Odisha's Digital News Platform

ଜାତୀୟ ଫିଲ୍ମ ପୁରସ୍କାରର ଘୋଷଣା : ଅଜୟ ଦେବଗନ ଓ ସୁରିଆଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

1 min read

ନୂଆଦିଲ୍ଲୀ : ଆଜି ୬୮ ତମ ଜାତୀୟ ଫିଲ୍ମ ପୁରଷ୍କାର(୨୦୨୨)ର ଘୋଷଣା କରାଯାଇଛି ।ସୂର୍ଯ୍ୟ ଦେଓଙ୍କ ଲିଖିତ ବହି ‘କାଲି ପାଇଁ କାଲିର’ ସିନେମାକୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ । ତେବେ ଅଜୟ ଦେବଗନଙ୍କୁ ତାନାଜି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଘୋଷଣା କରାଯାଇଛି ।

ଏହାସହ ତାମିଲ ଫିଲ୍ମ ‘ସୁରାଇ ପଟାର’ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନ ସହ ସୁରିଆ ଶ୍ରେଷ୍ଠ ଅଭିନେତା ପୁରସ୍କାର ଓଅପର୍ଣ୍ଣା ବାଲାମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ତେବେ ବିଶାଲ ଭରଦ୍ୱାଜଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ଘୋଷଣା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *