Pratidin TV

Odisha's Digital News Platform

ବିବାହ ଭୋଜିଖାଇ ବିଗିଡ଼ିଲା ସ୍ୱାସ୍ଥ୍ୟ ,୭ ରୁ ଉର୍ଦ୍ଧ୍ଵ ଝାଡ଼ାବାନ୍ତିରେ ଆକ୍ରାନ୍ତ ..

1 min read

ବିବାହ ଭୋଜିଖାଇ ବିଗିଡ଼ିଲା ସ୍ୱାସ୍ଥ୍ୟ । ସାତ ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଛନ୍ତି  । ସୂଚନାନୁଯାୟୀ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ର ବାହାନାଗା ପଞ୍ଚାୟତ ର ଷଠୀ ଗ୍ରାମ ର ଦଳେଇ ସାହୀ ରେ ଗତକାଲି ଏକ ଭୋଜି ,ଭାତ ସହିତ ଚିକେନ ହୋଇଥିଲା,ସାହିର ଲୋକ ମାନେ ଖାଇଥିଲେ, ଏବଂ କିଛି ବଳକା ଖାଦ୍ୟ ରହିଥିଲା  । ଯାହାକୁ ଲୋକମାନେ  ଖାଇଥିବା ବେଳେ ଛୁଆ ବୃଦ୍ଧ, ମହିଳା, ଯୁବକ 7 ରୁ ଉର୍ଦ୍ଧ୍ଵ ବ୍ୟକ୍ତି ମାନଙ୍କୁ ଝଡା, ଏବଂ ଵାନ୍ତି ହୋଇଥିଲା, ଯାହା ଫଳରେ ପରିବାର ଲୋକ ମାନେ ତାଙ୍କୁ,   ଗୋପାଳପୁର ଡାକ୍ତର ଖାନା କୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି  । ,

Advertisement

Leave a Reply

Your email address will not be published. Required fields are marked *