Pratidin TV

Odisha's Digital News Platform

୮ ଜଣଙ୍କୁ ବଞ୍ଚାଇ ସବୁଦିନ ପାଇଁ ଚାଲିଗଲା ମୋ ନାତୀ , ଆଉ ଜେଜେ ମା ଡାକ ଶୁଣି ପାରିବିନି ।

ବଡ ହୋଇ ଶୁଭୋଜିତ ଡାକ୍ତର ହୋଇଥାନ୍ତା , ହେଲେ ଡାକ୍ତର ହେବା ପୂର୍ବରୁ ଆଖିବୁଜିଦେଲା । କୁନି ଆଖିରେ ସ୍ୱପ୍ନ ଦେଖିବା ବସୟରେ ନିଜେ ସମସ୍ତଙ୍କ ଆଖିର ସ୍ୱପ୍ନ ପାଲଟିଗଲା । ଛାତି ଫଟାଇ କାନ୍ଧୁଛି ପୁରା ପରିବାର , ଭାଙ୍ଗିପଡିଛନ୍ତି ବାପା ମା , ଝୁରୁଛି ଜେଜେ ମା ଆଉ କହୁଛି ମୋତେ କିଏ ଆଉ ଜେଜେ ମା ଡାକିବ ? କାହାକୁ କୋଡରେ ବସେଇ ଗେଲ କରିବି କାହାକୁ ଆଈ ମା କାହାଣୀ କହିବି ?

Leave a Reply

Your email address will not be published. Required fields are marked *