Pratidin TV

Odisha's Digital News Platform

(ଭିଡିଓ)‘ତାଲା ମାରି କୁଆଡେ ଯାଇନିି , ମୁଁ ମୋ ଘରେ ଅଛି’ – ସଫେଇରେ ASI ଗୋପାଳଙ୍କ ପତ୍ନୀ

ବଲାଙ୍ଗୀର : ଏଏସଆଇ ଗୋପାଳଙ୍କ ଏଭଳି କାର୍ଯ୍ୟ ପରେ ଝାରସୁଗୁଡା ବ୍ରଜରାଜପୁର ଛାଡି ନିଜ ଗାଁକୁ ଚାଲିଆସିଛନ୍ତି ପତ୍ନୀ ଜୟନ୍ତୀ ଏବଂ ୨ ଛୁଆ । ଏନେଇ ଉଠିଥିବା ଗୁଜବର ଉତ୍ତର ଦେଇଛନ୍ତି ଗୋପାଳଙ୍କ ପତ୍ନୀ । ଆମେ ଘର ତାଲା ମାରି କୁଆଡେ ଯାଇନୁ କି ଲୁଚିନାହୁଁ । ବରଂ ମୁଁ ମୋ ପ୍ରକୃତ ଘରେ ଅଛି । ଏଠି ଆମ ଗାଁ ଲୋକ ମୋ ନିଜ ଲୋକ ଅଛନ୍ତି ଯିଏ ମୋ ମନ ବଳ ବଢାଉଛନ୍ତି । ସେଥିପାଇଁ ମୁଂ ବଲାଙ୍ଗୀର ଚାଲିଆସିଲି । ମୋ ୨ ଛୁଆଙ୍କୁ ଧରି । ଆଉ ମୋ ସ୍ୱାମୀ ବାୟୋପୋଲାର ଡିସଅର୍ଡର ରୋଗରେ ପୀଡିତ । ସେ ହଠାତ୍ ରାଗିଯାଆନ୍ତି । ସବୁ ପ୍ରମାଣ ପ୍ରେସକିପସନ ଆମ ପାଖରେ ଅଛି । ପ୍ରମାଣ ଦେଖାଇବୁ

Leave a Reply

Your email address will not be published. Required fields are marked *