Pratidin TV

Odisha's Digital News Platform

(ଭିଡିଓ)ସନ୍ ହସ୍ପିଟାଲରେ ସହଯୋଗୀ ମ୍ୟାଡଙ୍କ ଦାଦାଗିରି : ଡାକ୍ତର କାହନ୍ତି ପଚାରିଲେ ଦେଖାଉଛନ୍ତି ନାଲିଆଖି ..

1 min read

କଟକ : ନିକଟରେ କଟକ ଜିଲ୍ଲାରେ ଥିବା ଘରୋଇ ସନ୍ ହସ୍ପିଟାଲରେ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରିସ୍ପେସନ୍‌ରେ ବସିଥିବା ଜଣେ ସହଯୋଗୀ ମ୍ୟାଡାମ୍‌ଙ୍କ ହାକିମାତୀ ଦେଖିବାକୁ ମିଳିଛି । ତେବେ ଘଟଣାଟି ଫେବୃଆରୀ ୮ ତାରିଖ ଦିନର ବୋଲି ଜଣାପଡିଛି । ରୋଗୀମାନେ ପାଣି ଭଳିଆ ଟଙ୍କା ଖର୍ଚ୍ଚକରି ଘରୋଇ ଚିକିତ୍ସାଳୟକୁ ଉତ୍ତମ ଚିକିତ୍ସା ପାଇଁ ମୁହାଁଇଥିବାବେଳେ ମ୍ୟାଡାମ୍‌ଙ୍କ ଏପରି ବ୍ୟବହାର ସବୁଠି ଚର୍ଚ୍ଚାର ବିଷୟ ପାଲଟିଯାଇଛି । ରିସ୍ପେସନ୍‌ରେ ରୋଗୀମାନଙ୍କର ଲମ୍ବା ଲାଇନ ଲାଗିଥିବା ବେଳେ ଡାକ୍ତରଙ୍କର କିନ୍ତୁ ଦେଖାନାହିଁ । ଡାକ୍ତର କାହାନ୍ତି ବା କେତେବେଳେ ଆସିବେ ପଚାରିବାରୁ ମ୍ୟାଡାମ୍ ଜଣଙ୍କ କିପରି ରୋଗୀଙ୍କ ପରିବାର ସହ ବ୍ୟବହାର କରୁଛନ୍ତି । ଆପଣମାନେ ଥରେ ଦେଖନ୍ତୁ ।

Advertisement

Leave a Reply

Your email address will not be published. Required fields are marked *