Pratidin TV

Odisha's Digital News Platform

(ଭିଡିଓ) ‘ତୁମ ପାଇଁ ମୁଁ ସବୁ ଛାଡିକି ଯାଉଛି , ଖାଲି ମୋ ପ୍ରେମକୁ ପ୍ରମାଣ କରିବା ପାଇଁ ’ -ଆଜେକ୍ସଙ୍କ ଶେଷ ଅଡିଓ ମେସେଜ୍

1 min read

ଭୁବନେଶ୍ୱର : ପ୍ରେମ ପାଇଁ ଜୀବନ ହାରିଲେ ଆଜେକ୍ସ । ଛୋଟବେଳୁ ସଂଘର୍ଷ ଜୀବନ ସହ ନିଜକୁ ଆଡଜଷ୍ଟ କରି ନାଁ କମେଇଥିଲେ । ଭଉଣୀ ବାହାକର କରି ବଡ ଘର ତିଆରି କରି ବାପା ମାଁଙ୍କ ପାଦତଳେ ସବୁ ସୁଖ ଓଜାଡି ଦେଇଥିଲେ । ଆଉ ଜୀବନରେ ଗୋଟେ ଭଲ ଜୀବନସାଥୀ ଚାହୁଁଥିଲେ । ଯାହା ମୁହଁକୁ ଚାହୀଁ ତା ଭଲପାଇବା , ଯତ୍ନ ପାଇଁ ସାରା ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ସବୁ ସ୍ୱପ୍ନ ରହିଯାଇଥିଲା ଅଧା । ଅଧାରାସ୍ତାରେ ବାଟ କାଟି ଚାଲିଯାଇଛନ୍ତି ଆଜେକ୍ସ । ଜୀବନଠାରୁ ଅଧିକ ଭଲପାଉଥିଲେ ପ୍ରେମିକା ଜିଜ୍ଞାସାକୁ କିନ୍ତୁ ସେଇ ପ୍ରେମିକା ହିଁ ବୁଝିପାରିଲାନି …

Advertisement

Leave a Reply

Your email address will not be published. Required fields are marked *