Pratidin TV

Odisha's Digital News Platform

ପୁରୀ ବେଳାଭୂମିରେ ରହସ୍ୟମୟୀ ମୂର୍ତ୍ତି , ମତ୍ସ୍ୟଜୀବୀଙ୍କ ଜାଲରେ ଲାଗି ଖେଳାଇଛି ଆତଙ୍କ…

ପୁରୀ : ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ରହସ୍ୟମୟ ମୂର୍ତ୍ତି । ଯାହାକୁ ଦେଖିବାକୁ ଲାଗିଛି ହଜାର ହଜାର ଲୋକଙ୍କ ଭିଡ । ଏହି ମୂର୍ତ୍ତିଟି ପୁରୀ ସମୁଦ୍ରରୁ ମିଳିଥିବା ସୂଚନା ମିଳିଛି । ପେଣ୍ଠକଟାର ଏ ରାଜୁ , ଏ ଦାହିର,ଏ କୁମାର , ସିଏଚ୍ ରମୁ ସମୁଦ୍ରରେ କାଲ ପକାଇଥିବା ବେଳେ ମାଛ ବଦଳରେ ଏହି ମୂର୍ତ୍ତିଟି ତାଙ୍କ ଜାଲରେ ପଡିଥିଲା ।

ଯାହାକୁ ଦେଖି ସେମାନେ ପ୍ରଥମେ ଡରିବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ମୂର୍ତ୍ତିଟି ଦେଖିବାକୁ ଖୁବ୍ ଭୟଙ୍କର ଥିଲା । ସେମାନେ ମୂର୍ତ୍ତିକୁ ଡଙ୍ଗାରେ ବୋହି କୂଳକୁ ନେଇଆସିଥିଲେ । ଏବଂ ମୂର୍ତ୍ତିଟିକୁ ସେଠାରେ ଥୋଇ ନିଜ ନିଜ ଘରକୁ ଫେରିଯାଇଥିଲା ।

Leave a Reply

Your email address will not be published. Required fields are marked *