Pratidin TV

Odisha's Digital News Platform

(ଭିଡିଓ)୧୧ ଟାରୁ ୩ ଟା କାମ କରିବେନି ଶ୍ରମିକ – ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ

1 min read

ଭୁବନେଶ୍ୱର : ଖରାପାଇଁ ସଚେତନତା ଦେଖାଇଲେ ପ୍ରମିଳା ମଲ୍ଲିକ । ସବୁ ବିଭାଗକୁ ଅନୁରୋଧ କରାଯାଇଛି ଯେ ଖରାପାଇଁ ବର୍ତ୍ତମାନ ସଚେତନ ରହିବା ନିହାତି ଦରକାର । ଖାସ କରିି ଶ୍ରମିକ ମାନଙ୍କ ପାଇଁ , ପାଣି ବ୍ୟବସ୍ଥା ଏବଂ ଛାୟୀ ବ୍ୟବସ୍ଥା କରିବା ଦରକାର ।

Advertisement

Leave a Reply

Your email address will not be published. Required fields are marked *