Pratidin TV

Odisha's Digital News Platform

ପୁଣି ବିଜେବିରେ ହିଂସା ; MBA ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

1 min read

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଇଣ୍ଟିଗ୍ରେଟେଡ଼ MBA ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ମିଳିଥିବା ସୂଚନା ଅନୁଯାୟୀ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ ଆକ୍ରମଣ କରାଯାଇଛି । ସମୃକ୍ତ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ତେବେ ଏଭଳି ମରଣାତ୍ମକ ଆକ୍ରମଣ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କରାଯାଇଥିବା ସୂଚନା ମିଳୁଛି । ସେହିଭଳି ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ଆଉ ଜଣେ ଅଣଛାତ୍ର ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *