ଆଞ୍ଚଳିକ ଓଡିଶା (ଭିଡିଓ) ମହଙ୍ଗା ଯୁଗରେ କଟକରେ ମାତ୍ର ୧୩୫ ଟଙ୍କାରେ ମିଳୁଛି ମଟନ 1 min read 2 years ago Deepamudra Mohanty କଟକ : ଆଜିର ମହଙ୍ଗା ଯୁଗରେ ସବୁକିଛିର ଦର ଆକାଶ ଛୁଆଁ। ହେଲେ ଏହାରି ଭିତରେ ମାତ୍ର ୧୩୦ ଟଙ୍କାରେ ପେଟପୁରା ମଟନ ଖାଇବାପାଇଁ ଦେଉଛନ୍ତି କଟକ ହରିପୁର ଅଞ୍ଚଳରେ ଥିବା ଜଣେ ହୋଟେଲ ବ୍ୟବସାୟୀ । ହାଇଜେନିକ୍ ବ୍ୟବସ୍ଥା ସହ ଅତି ସ୍ୱାଦିଷ୍ଟ ମଟନ ଆପଣ ଯେତେ ଯାଗା ଟେଷ୍ଟ କରିଥିଲେ ମଧ୍ୟ ଏହାର ସ୍ୱାଦ ଭିନ୍ନ । Advertisement Tags: .cuttack mutton plate Continue Reading Previous (ଭିଡିଓ)ଖରାଦିନେ ଲସି ପିଉଥିଲେ ସାବଧାନ !Next ଭଣ୍ଡ ତାନ୍ତ୍ରିକ ଗୁପ୍ତ ଧନ ନାଁରେ ଠକିନେଲା ୭୨ ଲକ୍ଷ