Pratidin TV

Odisha's Digital News Platform

(ଭିଡିଓ) ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତର ମତେ ନିଉଡ୍ କଲ୍ କରିବାକୁ କହିଲେ !

1 min read

ଭୁବନେଶ୍ୱର : ଚିକିତ୍ସା ପାଇଁ ସାହାର୍ଯ୍ୟ ମାଗିଥିଲେ କିନ୍ତୁ ସାହାର୍ଯ୍ୟ ବଦଳରେ ମିଳିଲା ଏଭଳି ଲଜ୍ଜ୍ୟା । ଯାହା ସେ କାହାକୁ କହି ପାରୁଛନ୍ତି ନା ସହିପାରୁଛନ୍ତି । ସ୍ୱାମୀଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିନେ ସଭିଙ୍କୁ ସାହାର୍ଯ୍ୟ ମାଗିଥିଲେ କିନ୍ତୁ ଆଜି ସେଇ ସ୍ୱାମୀ ଜଣଙ୍କ ମରିଯିବାକୁ ଭିକ୍ଷା ମାଗୁଛନ୍ତି । କାରଣ ଗରିବୀ ପରିସ୍ଥିତି ସିନା ତାଙ୍କୁ ପରଆଗରେ ହାତ ପତେଇବାକୁ ବାଧ୍ୟ କରିଥିଲା । କିନ୍ତୁ ନିଜର ସମ୍ମାନ ଓ ସ୍ୱାଭିମାନକୁତ ସେ ବିକ୍ରି କରିନଥିଲେ । ତେବେ ସାହାର୍ଯ୍ୟ ନାଁରେ କାହିଁକି ତାଙ୍କ ସହ ଏମିତି ହେଲା ? ରାତିରେ ନିଉଡ୍ କଲ୍ କରିବାକୁ କାହିଁକି ମେସେଜ୍ କରୁଥିଲେ ଡାକ୍ତର ? ପ୍ରକୃତରେ ଜଣେ ଡାକ୍ତର କଣ ଏମିତି କରିପାରେ ନାଁ ଆପୋଲ ହସ୍ପିଟାଲର ଡାକ୍ତରଙ୍କ ନାଁ ନେଇ ଆଉ କେହି ଠକ ଏପରି କରୁଥିଲା !

Advertisement

Leave a Reply

Your email address will not be published. Required fields are marked *