Pratidin TV

Odisha's Digital News Platform

(ଭିଡିଓ) ଦୁବାଇ ଯିବ ଓଡିଶା ଦହିବରା ..

1 min read

ଭୁବନେଶ୍ୱର : ଓଡିଶା ନିଜ ଖାଦ୍ୟକୁ ନେଇ ଦେଶ ବିଦେଶରେ ପ୍ରସିଦ୍ଧ । ସେଥି ମଧ୍ୟରୁ କିଛି ଖାଦ୍ୟର ଚାହିଦା ତ ଏମିତି କି ଖାଦ୍ୟପ୍ରେମୀ ମାନେ ଦେଶ ବିଦେଶରୁ ଆକର୍ଷିତ ହୋଇ ଆସନ୍ତି । ଆଜି ଆମେ ଏମିତି ଜଣେ ଲୋକଙ୍କୁ ଦେଖାଇବୁ ଯିଏ ୟୁଏସ୍ ଆମ୍ବାସିର ୩୦ ଲକ୍ଷ ଟଙ୍କା ଚାକିରୀ ଛାଡି ଦହିବରା ବିଜନେସ୍ ଆରମ୍ଭ କରିଛନ୍ତି ସୌରଭ ଖଣ୍ଡେଲୱାଲ । ଭୁବନେଶ୍ୱର ପଟିଆରେ ତାଙ୍କ ଦହିବାରର ଭିଡ ଭାରି ଆଉ ଖୁବ୍ ଜଲ୍‌ଦି ସେ ଦୁବାଇରେ ଏହି ଦହିବରାକୁ ଏକ ବଡ ରୂପରେ ପରିବେଶଣ କରିବାକୁ ଯାଉଛନ୍ତି । ସୌରଭ ଖଣ୍ଡେଲୱାଲ ଜଣେ ଜଣାଶୁଣା ବିଜନେସ୍ ମ୍ୟାନ୍ , ନିଜ ଷ୍ଟାର୍ଟଅପ୍ ପାଇଁ ସେ ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *