Pratidin TV

Odisha's Digital News Platform

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ; କୌଣସି ତ୍ରଟି ଥିଲେ ଛାତ୍ରୀଛାତ୍ରୀମାନେ ତୁରନ୍ତ ନିଅନ୍ତୁ ଏଭଳି ପଦକ୍ଷେପ ….

1 min read

ଭୁବନେଶ୍ୱର : ମେ ୧୮ ଅର୍ଥାତ୍ ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରିକ୍ଷା ଫଳ  । ସକାଳ ୧୦ଟାରେ ପ୍ରକାଶ ପାଇବ ରେଜଲ୍ଟ । ଦିନ ୧୨ଟାରେ ଅନଲାଇନରେ ମିଳିବ ରେଜଲ୍ଟ , ଛାତ୍ରଛାତ୍ରୀମାନେ www.bseodisha.ac.in ରେ ନିଜ ନିଜ ରେଜଲ୍ଟ ଦେଖିପାରିବେ ।

ତେବେ ଛାତ୍ରଛାତ୍ରୀମାନେ ଉଭୟ ୱେବସାଇଟ୍ ଓ SMS ମାଧ୍ୟମରେ ନିଜ ନିଜ ପରୀକ୍ଷା ଫଳ ଦେଖିପାରିବେ । ଯଦି କୌଣସି ଛାତ୍ରୀଛାତ୍ରୀଙ୍କର ରେଜଲ୍ଟ ପାଇବାରେ ସମସ୍ୟା ଦେଖାଦିଏ ତେବେ ସେମାନେ ତୁରନ୍ତ କଣ୍ଟ୍ରୋଲରୁମ୍ ନମ୍ନର -୦୬୭୧୨୪୧୫୪୬୦  ଯୋଗାଯୋଗ କରିପାରିବେ ।

Advertisement

ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା (ସମ୍ମେଟିଭ ୨ ପରୀକ୍ଷା) ହୋଇଥିଲା। ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସେହିଭଳି ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *