(ଭିଡିଓ)ଆଜିବି ଶୁଖିନି ମା ଆଖିରୁ ଲୁହ , ଦୁନିଆକୁ ଲୁଚାଇ କରୁଛନ୍ତି ଅଭିନୟ …
1 min readଭୁବନେଶ୍ୱର : ଛାତିରେ କୋହକୁ ଚାପିଧରି ଦୁନିଆ ଆଗରେ ମିଛ ହସର ମୁଖା ପିନ୍ଦିଛି ମା । ୨୦୧୯ ମେ ୨୫ ରେ ତା ଜୀବନର ବଞ୍ଚି କାରଣ ଶେଷ ହୋଇଯାଇଥିଲା । ତଥାପି ନିଜ କଷ୍ଟ ଯନ୍ତ୍ରଣାକୁ ଛାତିରେ ଚାପି ଧରି ନିଜର ଲୋକମାନଙ୍କ ପାଇଁ ବଞ୍ଚିଛନ୍ତି ଏହି ମା । ଆଉ ବଖାଣିଛନ୍ତି ନିଜ କଷ୍ଟ ଯନ୍ତ୍ରଣା ଭିତରେ ବି ମଣିଷକୁ କିଭଳି ବଞ୍ଚିବାକୁ ପଡେ । ଥରେ ଦେଖନ୍ତୁ ଆପଣମାନେ ବି ଭାବୁଥିଲେ ଆପଣ ଅନେକ କଷ୍ଟ ଯନ୍ତ୍ରଣାରେ ଅଛନ୍ତି । କିନ୍ତୁ ଶୁଣନ୍ତୁ ଏହି ମା’ର କରୁଣ କୋହଭରା ବାସ୍ତବ କାହାଣୀ । ଯାହାକୁ ଜାଣିଲା ପରେ ଆପଣମାନଙ୍କ ଆଖି ବି ଆପେ ଆପେ ଓଦା ହୋଇଯିବ ।