Pratidin TV

Odisha's Digital News Platform

ପ୍ରଥମ ଥର ବୟଫ୍ରେଣ୍ଡଙ୍କ ଝଲକ ଦେଖାଇଲେ ଇଲିଆନା , ପ୍ରେଗ୍‌ନେନ୍ସି ଘୋଷଣା ପରେ ସାମ୍ନାକୁ ଆସିଲା ଏଭଳି କିଛି ଦୃଶ୍ୟ..

1 min read

ମୁମ୍ବାଇ : ଚର୍ଚ୍ଚାରେ ବଲିଉଡ୍‌ର କ୍ୟୁଟ୍ କୁଇନ୍ ଇଲିଆନା ଡି କ୍ରୁଜ୍ । ଅବିବାହିତ ହୋଇ ଗର୍ଭଧାରଣ କରିଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେ ।

ନିକଟରେ ଅଭିନେତ୍ରୀ ଜଣଙ୍କ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ବମ୍ପ୍‌ର ଫଟୋ ସେୟାର କରିଥିବା ବେଳେ ତାଙ୍କ ପ୍ରଶଂସକ ମାନେ ଇଲିଆନାଙ୍କ ମିଷ୍ଟ୍ରି ମ୍ୟାନ ବିଷୟରେ ଜାଣିବାକୁ ଚାହିଁଥିଲେ । ଏସବୁ ଭିତରେ ଇଲିଆନା ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି ଯାହା ତାଙ୍କ ମିଷ୍ଟ୍ରି ମ୍ୟାନ ବା ଜୀବନ ସାଥିଙ୍କର ପ୍ରଥମ ଝଲକ ବୋଲି ଅନୁମାନ କରାଯାଉଛି ।

Advertisement

ଏକ ଡାଇନିଙ୍ଗ୍ ଟେବୁଲରେ କିଛି ନୁଡୁଲ୍ସ ସହ ଦୁଇଟି ହାତ ସେୟାର କରି ଇଲିଆନା ଲେଖିଛନ୍ତି ଯେ ମୋ ବୁଦ୍ଧିଆ ରୋମାନ୍ସ , ତାଙ୍କୁ ଶାନ୍ତିରେ ଖୁଆଇ ଦେବ ନାହିଁ ।

https://www.instagram.com/p/CsJcRMLsuKx/?utm_source=ig_web_copy_link&igshid=MzRlODBiNWFlZA==

Leave a Reply

Your email address will not be published. Required fields are marked *