Pratidin TV

Odisha's Digital News Platform

(ଭିଡିଓ)ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଫିଲ୍ମ ଲଭ୍‌-ଇନ୍‌-ଲଣ୍ଡନ , ଦର୍ଶକଙ୍କ ହୃଦୟରେ ନିଶ୍ଚିତ ଜାଗା କରିବ ବୋଲି କହିଲେ ଅନୁଭବ….

1 min read

ଭୁବନେଶ୍ୱର : ବାହାନଗାର ଭୟଙ୍କର ଦୁର୍ଘଟଣା ପରେ ଅଭିନେତା ତଥା ସାଂସଦ ଅନୁଭବ୍ ମହାନ୍ତି ଘୁଞ୍ଚାଇଥିଲେ ଫିଲ୍ମ ଲଭ୍ ଇନ୍ ଲଣ୍ଡନର ରିଲିଜ୍ ଡେଟ୍ । ତେବେ ଜୁନ୍ ୯ ପରିବର୍ତ୍ତେ ଆଜି ଜୁନ୍ ୧୩ ରେ ରିଲିଜ୍ ହୋଇଛି ସିନେମା ଲଭ୍ ଇନ୍ ଲଣ୍ଡନ । ଏନେଇ ଆଜି ଅନୁଭବ କହିଛନ୍ତି ଯେ ଆଜି ଆପଣମାନଙ୍କ ମିଳିଥିଲା ଭଲପାଇବା ଆଗରେ ସବୁ ଜିନିଷ ତୁଚ୍ଛ ।

ଫିଲ୍ମଟି ପୁରା ଓଡିଶାରେ ମୁକ୍ତିଲାଭ କରିଛି । ଏହି ଫିଲ୍ଟି ପୁରା ୟୁନିକ୍ ,ଅରଜିନାଲ ଷ୍ଟୋରୀ ସହ ସସ୍ପେନ୍ସ ମଧ୍ୟ ଭରି ରହିଛି । ଆପଣ ଆଜି ଯେତିିକି ଭଲପାଇବା ଦେଇଛନ୍ତି ଯେ ମୁଁ ଯେତେ ସମ୍ମାନ ଦେଲେବି କମ୍ ପଡିବ । ଆଗକୁ ମୋ ର ଆଉ ଏକ ଫିଲ୍ମ ରାବଣ ଆସିବ । ଦେଖିବା ବାକି ରହିଲା ଲଭ-ଇନ୍ –ଲଣ୍ଡବ ଭଳି ଆପଣ ତାକୁ କେତେ ଭଲପାଇବା ଦେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *