Pratidin TV

Odisha's Digital News Platform

ରଜ ସଂକ୍ରାନ୍ତିରେ ଅଘଟଣ ; ବସ୍କୁ ଧକ୍କା ଦେଲା ଡ୍ରମ୍ଫର , ୧୨ରୁ ଉର୍ଦ୍ଧ ଯାତ୍ରୀ ଆହତ …

1 min read

ଝାରସୁଗୁଡା : ରଜ ସଂକ୍ରାନ୍ତିରେ ଅଘଟଣ । ସକାଳୁ ସକାଳୁ ବସ୍ ସହ ଧକ୍କା ହେଲା ଡ୍ରମ୍ଫର । ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ଜୁନିଏନ ନିକଟରେ ଵସ କୁ ଧକ୍କା ଦେଇଛି ଏକ ଡ୍ରମ୍ଫର । ରାଧାମାଧବ ଵସ ରାୟଗଡ ପଟୁ ଝାରସୁଗୁଡାକୁ ଆସୁଥିବା ସମୟରେ ସମ୍ମୁଖ ପଟୁ ଆସୁଥିବା ଏକ ଡ୍ରମ୍ଫର ତାକୁ ଧକ୍କା ଦେଇଛି ।

ଫଳରେ ୧୨ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ଡ୍ରାଇଭର ଜଣଙ୍କ ଗୁରୁତର ଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଂକୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛି ।

Advertisement

Leave a Reply

Your email address will not be published. Required fields are marked *