Pratidin TV

Odisha's Digital News Platform

ବୟଫ୍ରେଣ୍ଡ ପାଇଁ ବିଷ ପିଇଲେ SI ମ୍ୟାଡାମ୍….

ବଲାଙ୍ଗୀର : ସଇଁତଳା ମହିଳା ଏସଆଇ ଆତ୍ମହତ୍ୟା ଉଦ୍ୟମ । ବିଶ ପିଇଲେ ମହିଳା ପୋଲିସ ଏସଆଇ। ବଲାଙ୍ଗିର ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ଗତ ରାତିରେ ବିଷ ପିଇ ନିଜ ଜୀବନ ହାରିବାକୁ ଉଦ୍ୟାମ କରିଥିଲେ। ପରେ ପଡୋଶୀ ଉଦ୍ଧାର କରି ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତୀ କରିଛନ୍ତି।

ସୂଚନା ଅନୁସାରେ ନିଜ ବୟଫ୍ରେଣ୍ଡ ସହ ଗତକାଲି ରାତିରେ ଫୋନରେ ଝଗଡା ପରେ ମହିଳା ପୋଲିସ ଏସଆଇ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *