Pratidin TV

Odisha's Digital News Platform

ସଫେଇ ଗାଡିରେ ନିଆଁ ; ରାସ୍ତା ଓପରେ ହୁତୁ ହୁତୁ ହୋଇ ଜଳିଲା BMC ସଫେଇ ଗାଡି

1 min read

ଭୁବନେଶ୍ୱର ; ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା BMC ସଫେଇ ଗାଡ । ରାସ୍ତା ସଫା କରୁଥିବା ବେଳେ ଗାଡ଼ିରେ ହଟାତ ନିଆଁ ଲାଗିଯାଇଥିଲା ।

ଏଭଳି ଅଭାବନୀୟ ଘଟଣା ନୟାପଲ୍ଲୀରେ ଘଟିଥିବା ଜଣାପଡିଛି । ଗାଡ଼ିରେ ନିଆ ଲାଗିଥିବା ଦେଖି ଡ୍ରାଇଭର ଗାଡିରୁ ଓହ୍ଲାଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିୟାକୁ ଆୟତ କରିଥିବା । ତେବେ ସେ ଗାଡିରେ କିଭଳି ନିଆଁ ଲାଗିଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *