Pratidin TV

Odisha's Digital News Platform

(ଭିଡିଓ)ସମୁଦି ମୋ ବୋହୂକୁ କ୍ଷମା କରିଦିଅ ..

1 min read

କେନ୍ଦ୍ରାପଡା ; ସମୁଦି ମୋ ବୋହୂକୁ କ୍ଷମା କରିଦିଅ । ଝିଅ ଘର ଲୋକଙ୍କୁ ହାତ ଯୋଡି କ୍ଷମା ମାଗିଲେ ପୁଅ ଘର ଲୋକ । ଆଉ ଖୋଦ୍ ଝିଅର ଶଶୁର କ୍ୟାମେରା ସାମ୍ନାରେ ଝିଅ ବାପାଙ୍କୁ କ୍ଷମା ମାଗିଛନ୍ତି ଆଉ କହିଛନ୍ତି ସମୂଦି ମୋ ବୋହୂ ଆଉ ଆପଣଙ୍କ ଝିଅକୁ କ୍ଷମା କରିଦିଅ । ଚାଲ ରାଗ ଋସା ଭୁଲି ବନଯଦୁ ବାନ୍ଧୁ ବାନ୍ଧିବା ।

Advertisement

Leave a Reply

Your email address will not be published. Required fields are marked *