Pratidin TV

Odisha's Digital News Platform

ଦିଲ୍ଲୀ ମେଟ୍ରୋରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ଜନ୍ମଦିନ ଅବସରରେ ଦିଲ୍ଲୀ ମେଟ୍ରୋରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସେ ୭୩ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ଶୁଭେଚ୍ଛା ଜଣାଇଥିଲେ । ଏତିସହ କେତେଜଣ ଝିଅ ତାଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ । ମେଟ୍ରୋରେ ଯାତ୍ରା କରୁଥିବା ବେଳେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ମେଟ୍ରୋରେ ପାଖାପାଖି ୨ କିଲୋମିଟର ଦୀର୍ଘ ଯଶୋଭୂମି ଲାଇନ ଦ୍ୱାରକା ସେକ୍ଟର ୨୧ ସହିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରକୁ ସଂଯୋଗ କରିବ ।

Advertisement

Leave a Reply

Your email address will not be published. Required fields are marked *