Pratidin TV

Odisha's Digital News Platform

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ; କିଚକେଶ୍ଵରି ଦାନ ହୁଣ୍ଡିରୁ ଲୁଟି ନେଲେ ଦୂର୍ବୁତ …

1 min read

ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ହେଉଛନ୍ତି ମାଆ କିଚକେଶ୍ଵରି । ଏହି ମନ୍ଦିରକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଏହି ମନ୍ଦିର ରୁ ୬ ମାସ ପୂର୍ବରୁ ମନ୍ଦିର ଭିତରେ ଥିବା ଦାନ ହୁଣ୍ଡିରୁ ଦୁର୍ବୃତ୍ତ ଚୋରି ଉଦ୍ୟମ କରି ବିଫଳ ହେଇଥିବା ବେଳେ ତାହା ଗତ କାଲି ରାତିରେ ପୋଲିସକୁ ଖୋଲା ଖୋଲି ଭାବରେ ଚ୍ୟାଲେଞ୍ଜ ଦେଇ ଲୁଟିବାରେ ସଫଳ ହେଇଛନ୍ତି ଦୁର୍ବୁତ । ଯାହାକି ସମୃକ୍ତ ଅଞ୍ଚଳରେ ଚହଳ ପକାଇଛି ।

କାରଣ ସେଠାରେ ରାତ୍ର ଜଗୁଆଳି , ସିସି ଟିଭି କ୍ୟାମେରା ଥିବା ସତ୍ତ୍ୱେ ମଧ୍ୟ କିଭଳି ଭାବରେ ଚୋରମାନେ ନିଜ ମନ୍ଦ ଉଦ୍ଧେଶ୍ୟରେ ସଫଳ ହେଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛି ।

Advertisement

Leave a Reply

Your email address will not be published. Required fields are marked *