Pratidin TV

Odisha's Digital News Platform

ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ?

1 min read



ମେଷ ରାଶି-ଆଜି ଆର୍ଥିକ ଦୃଷ୍ଟିରୁ ଉନ୍ନତି ହେବ । ଚାକିରୀ କ୍ଷେତ୍ରରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଆୟରେ ବୃଦ୍ଧି ପାଇବ । ବ୍ୟବସାୟରେ ଭଲ ଫଳ ମିଳିବ । ନୂତନନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି । ପରିବାର ମଧ୍ୟରେ ଶୁଖଶାନ୍ତି ଲାଗିରହିବ । ମନ ଭଲ ରହିବ । ଗଣମାଧ୍ୟମ କିମ୍ବା ଚଳଚ୍ଚିତ୍ରରେ ଥିବା ଲୋକମାନେ ଭଲ ସୁଯୋଗ ପାଇ ପାରନ୍ତି ।
ଭାଗ୍ୟ ସଂଖ୍ୟା: ୫
ଭାଗ୍ୟ ରଙ୍ଗ: ସବୁଜ ।


ବୃଷ ରାଶି- ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ ।ଆର୍ଥିକ ସ୍ଥିତି ସୃଦୁଢ ରହିବ । ମିଳୁନଥିବା ଧନ ପ୍ରାପ୍ତ ହେବ । ଶରୀର ସୁସ୍ଥ ରହିବା ସହ ମନ ଚଳ ଚଞ୍ଚଳ ରହିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଦମ୍ପତ୍ତି ମାନଙ୍କ ପାଇଁ ଆଜିର ଦିନଟି ଭଲ ରହିଛି । ଗୁରୁଜନଙ୍କ ଆଶିର୍ବାଦ ରହିବ ।
ଭାଗ୍ୟ ସଂଖ୍ୟା: ୬
ଭାଗ୍ୟ ରଙ୍ଗ: ବାଇଗଣୀ ।

Advertisement


ମିଥୁନ ରାଶି- ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଶରୀର ଓ ମନ ସୁସ୍ଥ ରହିବ । ଚାକିରୀ କ୍ଷେତ୍ରରେ ସମାନ ସ୍ଥିତି ରହିବ । ପ୍ରେମ ସମ୍ପର୍କ ନିବିଡ ରହିବ । ବିଦ୍ୟାର୍ଥି ମାନେ ଉପକୃତ ହେବେ । ପାରିବାରିକ ଜୀବନ ଶୁଖମୟ ହେବ ।
ଭାଗ୍ୟ ସଂଖ୍ୟା: ୧
ଶୁଭ ରଙ୍ଗ: ନାଲି ।


କର୍କଟ ରାଶି- ଦିନଟି ଭଲରେ କଟିବ । ସମ୍ମାନ ମିଳିବ । କୈାଣସି ସ୍ଥନକୁ ଭ୍ରମଣ କରିପାରନ୍ତି । ପିତାମାତା କିମ୍ବା ପରିବାର ବୟସ୍କଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ମନ ସାମାନ୍ୟ ଅସ୍ଥିର ରହିପାରେ ।
ଭାଗ୍ୟ ସଂଖ୍ୟା: ୯
ଭାଗ୍ୟ ରଙ୍ଗ: ଗାଢ ଗୋଲାପୀ ।


ସିଂହ ରାଶି– ଦିନଟି ଅତ୍ୟନ୍ତ ଶୁଭ ହେବ । ସଫଳତା ପାଇବେ । ବ୍ୟବସାୟୀ ଲାଭବାନ ହେବେ । ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ଅଜଥା ଖର୍ଚ୍ଚରେ ପଡି ପାରନ୍ତି । ମାତା ପିତାଙ୍କା ଆର୍ଶବାଦ ମିଳିପାରେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ଭାଗ୍ୟ ସଂଖ୍ୟା: ୧୭
ଭାଗ୍ୟ ରଙ୍ଗ: କମଳା ।


କନ୍ୟା ରାଶି-ଶାରୀରିକ ଭାବେ ସୁସ୍ଥ ରହିବେ । କିନ୍ତୁ ମାନସିକ ଭାବେ ନୁହେଁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି । ପ୍ରଶଂସିତ ହେବେ । ଖୁଚୁରା ବ୍ୟବସାୟୀମାନେ ଆଜି ଲାଭବାନ ହେବେ । ପତି ପତ୍ନୀ ଖୁସିରେ ଦିନ କାଟିବେ ।
ଭାଗ୍ୟ ସଂଖ୍ୟା: ୧୮
ଭାଗ୍ୟ ରଙ୍ଗ: ମେରୁନ୍ ।


ତୁଳା ରାଶି- ଚାକିରୀ ମିଳିବାର ଯୋଗ ରହିଛି । କାହାର ଉପଦେଶ ଆପଣଙ୍କ ପାଇଁ ଗୁରୁତ୍ତପୂର୍ଣ୍ଣ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନୂତନ ବସ୍ତୁ କ୍ରୟ କରିବେ । ବ୍ୟବସ୍ଥା ଅଶାନୂରୂପ ଫଳ ହେବ । ଅସୁବିଧା ଦୂର ହେବାର ସମ୍ଭାବନା ଅଛି ।
ଭାଗ୍ୟ ସଂଖ୍ୟା: ୧
ଭାଗ୍ୟ ରଙ୍ଗ: ସୁବର୍ଣ୍ଣ ।


ବିଛା ରାଶି- ଏକ ଲାଭଜନକ ଚୁକ୍ତି ଆପଣଙ୍କୁ ବହୁତ ଟଙ୍କା ଆଣିପାରେ । ଭଲ ଭୋଜନ କରି ପାରନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ନୂଆ ସୁଯୋଗ ପାଇବେ । ପରିବାରରେ ଖୁସି ବଜାୟ ରହିବ । ଦମ୍ପତ୍ତି ମାନେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ ।
ଭାଗ୍ୟ ସଂଖ୍ୟା: ୮
ଭାଗ୍ୟ ରଙ୍ଗ: ନୀଳ


ଧନୁ ରାଶି-ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ରହିବ । ବ୍ୟକ୍ତିଗତ କିମ୍ବା ବୃତ୍ତିଗତ ସାମ୍ନାରେ ରିସ୍କ ନେବା ଦିନ ନୁହେଁ । ବ୍ୟବସାୟରେ କ୍ଷତି ସହି ପାରନ୍ତି । ବନ୍ଧୁ ମିଳନର ଯୋଗ ରହିଛି । ପିଲାମାନଙ୍କ ଶ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ପଡିପାରନ୍ତି । ପତିପତ୍ନୀ ଅଧିକ ସହାୟକ ହେବେ ।
ଭାଗ୍ୟ ସଂଖ୍ୟା: ୪
ଭାଗ୍ୟ ରଙ୍ଗ: ଧୂସର ।


ମକର ରାଶି- ଅର୍ଥ ସଞ୍ଚୟ କରିବେ । କର୍ମରେ ମଧ୍ୟମ ଫଳ ପାଇବେ । ଶତ୍ରୁଙ୍କ ଠାରୁ ଦୂତତା ରକ୍ଷା କରନ୍ତୁ । ଆପଣ ଯାତ୍ରାକୁ ସଫଳ କରିବା ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତି ଆବଶ୍ୟକ ହୋଇପାରେ । ବିଦ୍ୟାର୍ଥି ମାନଙ୍କୁ ପ୍ରଂଶସା ମିଳିପାରେ ।
ଭାଗ୍ୟ ସଂଖ୍ୟା: ୩
ଭାଗ୍ୟ ରଙ୍ଗ: ହାଲୁକା ହଳଦିଆ ।


କୁମ୍ଭ ରାଶି- ରବିବାର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଆପଣଙ୍କ ପକ୍ଷରେ ନିର୍ଣ୍ଣୟ ହେବ । ଅର୍ଥ ସଂରକ୍ଷଣ କରିବେ । ଆଜି ଆପଣ ପରିବାର ସହିତ କିଛି ମଜାଦାର କାର୍ଯ୍ୟ କରିବାର ସମ୍ଭାବନା ଅଛି । ରାସ୍ତାରେ ବେପରୁଆ ସମସ୍ୟା ସୃଷ୍ଟି କରିପାରେ ।
ଭାଗ୍ୟସଂଖ୍ୟା:୫
ଭାଗ୍ୟ ରଙ୍ଗ: ଗୋଲାପୀ


ମୀନ ରାଶି-କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ । ଅଟକି ଥିବା କାର୍ଯ୍ୟ ଆଜି ପୁଣି ଥରେ ଆରମ୍ଭ କରିବେ । ଦମ୍ପତ୍ତିଙ୍କ ପାଇଁ ଦିନଟି ଭଲ ରହିବ । ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟର୍ରେ ମନୋନିବେଶ କରିବେ ।
ଭାଗ୍ୟସଂଖ୍ୟା:୮
ଭାଗ୍ୟ ରଙ୍ଗ: ଧୂସର

Leave a Reply

Your email address will not be published. Required fields are marked *