Pratidin TV

Odisha's Digital News Platform

ସାବଧାନ ଜଙ୍ଗଲ ଛାଡି ଗାଁ’ରେ ବୁଲୁଛି ବାଘ …

1 min read

ସୁବର୍ଣ୍ଣପୁର ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଚଡେଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକେ ବାଘ କୁ ବୁଲୁଥିବା ଦେଖିଥିଲେ । ପରେ ଉଲୁଣ୍ଡା ବନବିଭାଗକୁ ଖବର ଦେଇଥିଲେ । ତେବେ ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବାଘକୁ ଟ୍ରାକିଂ କରୁଥିବା ସୂଚନା । ତେବେ ବାଘଟି ନିକଟସ୍ଥ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *