Pratidin TV

Odisha's Digital News Platform

ଏସ ଡି ଜେ ଏମ କୋର୍ଟରେ ବର୍ଷା ଅନୁଭବ ; ଘରୋଇ ହିଂସା ଅଭିଯୋଗ ରେ କୋର୍ଟରେ ଚାଲିଛି କାଉନସେଲିଂ…

1 min read

କଟକ ; କଟକ ଏସ ଡି ଜେ ଏମ କୋର୍ଟରେ ବର୍ଷା ଅନୁଭବ ବିବାଦ । ବର୍ଷା ଆଣିଥିବା ଘରୋଇ ହିଂସା ଅଭିଯୋଗ କୋର୍ଟରେ ବିଚାରଧୀନ ଅଛି । ଏହି ସଂକ୍ରାନ୍ତରେ ଆଜି ଉଭୟ ବର୍ଷା ଅନୁଭବଙ୍କ କୋର୍ଟରେ କାଉନସେଲିଂ କରାଯାଉଛି । ପୂର୍ବରୁ ଫ୍ୟାମିଲି କୋର୍ଟ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରି ସାରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *