ଆସୁଛି ଦଶହରା ; ପୃଥିବୀ ପୃଷ୍ଠରେ ଅବତରଣ କରିବେ ମାଁ , ବଦଳିବ ଏହି ୫ ରାଶି ବ୍ୟାକ୍ତିଙ୍କ ଭାଗ୍ୟ …
1 min readଭୁବନେଶ୍ୱର ; ଆସୁଛି ଦଶହରା , ଆସିବେ ମାଁ । ପୃଥିବୀ ପୃଷ୍ଠରେ ଅବତରଣ କରିବେ ମା ଜଗତ ଜନନୀ ଦୁର୍ଗା । ଏହି ୫ ଟି ରାଶିଉପରେ ପଡିବ ମାଙ୍କ ଆର୍ଶୀବାଦ ବଦଳିବ ଭାଗ୍ୟ । ହେବ ଧନର ବର୍ଷା ସହ କର୍ମ ଯେତ୍ରରେ ଉନ୍ନତି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିରନ୍ତର ଗ୍ରହମାନଙ୍କ ପରିବର୍ତ୍ତନ ଲାଗି ରହିଥାଏ, ଯାହା ଦ୍ୱାରା ସମୟ ଅନୁସାରେ ମନୁଷ୍ୟ ଜୀବନରେ ଏହାର ପ୍ରଭାବ ପଡ଼ିଥାଏ । ମନୁଷ୍ୟ କେତେବେଳେ ଶୁଭ ଫଳ ପ୍ରାପ୍ତ କରିଥାଏ ତ’ କେତେବେଳେ ଅଶୁଭ ଫଳ । ଜ୍ୟୋତିଷ ଗଣନା ଅନୁସାରେ ଦୁର୍ଗା ପୂଜା ପରଠାରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରାପ୍ତି ହେବାକୁ ଯାଉଛି । ଏହି ରାଶିମାନଙ୍କ ଉପରେ ବିଶେଷ ଶୁଭ ଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୫ଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ-
ମେଷ – ଦୁର୍ଗା ପୁଜା ପରଠୁ ଏହି ରାଶିର ବ୍ୟାକ୍ତିମାନଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନା ଆସିବ । ଏହି ରାଶିର ବ୍ୟାକ୍ତିଙ୍କ ଉପରେ କୁବେର ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ପ୍ରାପ୍ତି ହେବ । ସେୟାର ମାର୍କେଟରୁ ବିଶେଷ ରୂପେ ଲାଭବାନ ହୋଇପାରିବେ । ବ୍ୟବସାୟ ବୃଦ୍ଧିର ଯୋଗ ରହିଛି ଓ ଦୁର ଯାତ୍ରାର ମଧ୍ୟ ଯୋଗ ରହିଛି । କୌଣସି କ୍ଷେତ୍ରରୁ ଆର୍ଥିକ ଲାଭବାନ ହେବାର ସୂଚନା ମିଳୁଛି । ଜୀବନରୁ ସବୁ ସମସ୍ୟା ଆପେ ଆପେ ଦୂର ହୋଇଯିବ ।
ବୃଷ – ଏହି ରାଶିର ଲୋକମାନଙ୍କ ଉପରେ ମା ଦୁର୍ଗା ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି । ଯାହାଦ୍ୱାରା ତାଙ୍କର ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିବେ । ଆପଣ ନିଜ କାର୍ଯ୍ୟରେ ଇଚ୍ଛା ଅନୁସାରେ ଫଳ ପ୍ରାପ୍ତି କରିବେ । ଚାକିରୀ କ୍ଷେତ୍ରରେ ପ୍ରସନ୍ନ ରହିବେ ।
ତୁଳା- ଏହି ରାଶି ର ଲୋକମାନେ ଦୁର୍ଗା ପୂଜା ପରଠାରୁ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିବେ । ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବିସ୍ତାର ହେବ । ଭାଗିଦାରୀ କାର୍ୟ୍ୟରେ ସହଯୋଗ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ଓ ଧନ ପ୍ରାପ୍ତିର ଯୋଗ ଦେଖାଯାଉଛି ।
ବିଛା- ଦୁର୍ଗା ପୂଜା ପରେ ଏହି ରାଶି ର ଲୋକମାନଙ୍କ ଉପରେ କୁବେର ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ପଡ଼ିବ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ର ରେ ସଫଳତା ଅର୍ଜନ କରିବେ । ସଙ୍ଗୀତ ଓ ଚିତ୍ରରେ ରଚନାତ୍ମକ ରୁଚି ବଢ଼ିବ । ଆମଦାନୀ ବୃଦ୍ଧି ହେବ ଓ ଘରର ସମସ୍ୟା ଦୂର ହେବ ।
କୁମ୍ଭ-ଏହି ରାଶିର ଲୋକମାନେ ମା ଦୁର୍ଗା ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ପ୍ରାପ୍ତି କରିବେ । ଗୃହ ରେ ଶାନ୍ତି ର ବାତାବରଣ ବଜାୟ ରହିବ । ଆପଣଙ୍କୁ ଶୁଭ ଖବର ମିଳିବ । ରାଜନୈତିକ କ୍ଷେତ୍ର ରେ ସଫଳ ହେବେ, ଆର୍ଥିକ କ୍ଷେତ୍ର ରେ ଲାଭବାନ ହେବେ, ବ୍ୟାଙ୍କ ସହ ଜଡିତ ସବୁ କାମ ଅତି ସହଜରେ ସମ୍ପାଦନ କରିପାରିବେ । ଜୀବନ କୁ ଅତ୍ୟନ୍ତ ଖୁସି ରେ ଅତିବାହିତ କରିବେ ।