Pratidin TV

Odisha's Digital News Platform

ନଦୀ ପାର ହେଉଥିଲେ ମାଡି ଆସିଲା ପାଣି ମଝିରେ ଫସି ରହିଗଲେ ୧୨ଟିକିଆ ହାତୀପଲ

ବୌଦ୍ଧ: ନଦୀ ପାର ହେଉଥିଲେ ୧୨ଟିକିଆ ହାତୀପଲ । ଆଉ ହଠାତ୍ ମାଡି ଆସିଲା ପାଣି ଫସିଗଲେ ହାତୀପଲ । ସୁନାଦେଈ ଜଙ୍ଗଲରୁ ଆସି ହାତୀପଲ ନଦୀ ପାର ହେଉଥିଲେ । ବୌଦ୍ଧ ଜିଲ୍ଲା ପଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ପାଖରେ ଫସି ରହିଛନ୍ତି ୧୨ଟିକିଆ ହାତୀପଲ । ତେଲ ନଦୀ ପାର ହେଉଥିବା ବେଳେ ମାଡି ଆସିଥିଲା ପାଣି ପଳରେ ମଝି ନଦୀରେ ଫସି ରହିଛନ୍ତି ହାତୀପଲ । ଘଟଣାସ୍ଥଳରେ କଣ୍ଟାମାଲ ବନ ବିଭାଗ ଟିମ ପହଞ୍ଚି ହାତୀପଲଙ୍କୁ ସୁରକ୍ଷିତ ଘଉଡାଇବାକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *