Pratidin TV

Odisha's Digital News Platform

ଆଖିପିଛୁଳାକେ ମୁହାଁମୁହିଁ ହେଲା ୨ବାଇକ୍‌, ଚାଲିଗଲା ୩ ଜୀବନ

1 min read

ଆନନ୍ଦପୁର : ପୁଣି ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଆଉ ଚାଲିଗଲା ୩ ନିରୀହ ଜୀବନ । ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଦୁଇ ବାିକ ମୁହଁମୁହିଁ ଧକ୍କା ହୋଇଛନ୍ତି । ଦ୍ରୃତ ଗତିରେ ଆସି ସାମ୍ନା ପଟୁ ପିଟି ହୋଇଥିଲା । ଏତେ ଜୋର ଥିଲା ଏହି ଦୁର୍ଘଟଣା ଯାହାଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଥିବା ସୂଚନା ।

Advertisement

Leave a Reply

Your email address will not be published. Required fields are marked *