Pratidin TV

Odisha's Digital News Platform

(video)ଜାନୁଆରୀ ୩ ଭିତରେ ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

1 min read

ପୁରୀ ; ୨୦୧୮ ମସିହା ଅକ୍ଟୋବର ୩ ରେ ବନ୍ଧ ହୋଇଥିଲା ଶ୍ରୀମନ୍ଦିର ୪ ଦ୍ୱାର । ତେବେ ୨୦୨୩ ଜାନୁଆରୀ ୩ ଭିତରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଓକିଲ ସଂଘ । ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିବା ସୁଦ୍ଧା ତୁରନ୍ତ ଖୋଲାଯିବ ଶ୍ରୀମନ୍ଦିର ୪ ଦ୍ୱାର ।

Advertisement

Leave a Reply

Your email address will not be published. Required fields are marked *