Pratidin TV

Odisha's Digital News Platform

(ଭିଡିଓ) ରାତି ହେଲେ ରଙ୍ଗିଲା ବାରରେ ଚାଲେ ଖୁଲମଖୁଲା ଡିଲ୍ , ଯୁବତୀ ନିଜେ କରୁଛନ୍ତି ଗ୍ରାହକଙ୍କ ସହ ଡିଲ୍‌

1 min read

ଇଏ ହେଉଛି ରାଜଧାନୀ ଭୁବନେଶ୍ୱର ବାରର କାହାଣୀ । ଯେଉଁଠି ଲୁଚାଛପା ନୁହେଁ ସବୁ ଖୁଲମକୁଲା ଚାଲେ । ଆଜ୍ଞା ହଁ ରାଜଧାନୀର ଏ ହେଉଛି ଏକ ରଙ୍ଗୀନ ବାରର କାହାଣୀ । ଏଭଳି ଭିଡିଓ ରହିଛି ଯାହାକୁ କହିବା କି ଦେଖାଇ ହେବ ନାହିଁ । କିନ୍ତୁ ସେମାନଙ୍କ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ବି ଘୂରେଇ ଦେବ । ଅନ୍ଧାର ରାତିରେ ବାରରେ ଚାଲେ ଦେହ ବ୍ୟବସାୟ ନେଇ ବଡ ବଡ ଡିଲ । ନାଚ ଗୀତ ପିଇବା ପରେ କେମିତି ଗ୍ରାହକଙ୍କୁ ଫସାଇବ ସେ ନେଇ ହୁଏ ପ୍ଲାନିଂ । ମିଠା ମିଠା କଥା କହି ବାରଗାର୍ଲ ରାତିକୁ ରଙ୍ଗୀନ କରିବାକୁ ଗ୍ରାହକଙ୍କୁ ଜାଲରେ ଫସାଇଥାନ୍ତି । ଏଥିରୁ ଜଣା ପଡୁଛି ଯେ ଗ୍ରାହକଙ୍କସହ କେମିତି କରାଯାଏ ଡିଲ? ଆଉ ବାର ଗାର୍ଲ ଡିଲ କରୁଥିବା ବେଳେ ତାଙ୍କ ପଛରେ ରହିଛି ହୋଟେଲ ମାଲିକଙ୍କ ହାତ । ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକ ନଗର ରେ ଥିବା ରଙ୍ଗୀଲା ବାରର ଏହେଉଛି କାହାଣୀ ।

Advertisement

Leave a Reply

Your email address will not be published. Required fields are marked *