Pratidin TV

Odisha's Digital News Platform

ରେଭେନ୍ସାର ଶୋଭା ବଢାଇଲା ୧୦୮ ଫୁଟର ତ୍ରିରଙ୍ଗା….

1 min read

କଟକ : ସାରା ବିଶ୍ୱରେ ନିଜର ନାଁ କୁ ବଜାୟ ରଖିଥିବା ଓଡ଼ିଶାର ବହୁ ପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ପ୍ରବେଶ ପଥରେ ଲାଗିଲା ୧୦୮ପୁଟ ଉଚ୍ଚତାର ଜାତୀୟ ପତାକା । ଯାହାକୁ ଆଜି ଜିନ୍ଦଲ ଗ୍ରୁପର ଚେୟାର ମ୍ୟାନ ନବୀନ ଜିନ୍ଦଲ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ର ବିଧାୟକ ସୌଭିକ ବିଶ୍ଵାଳ , ମହାନଗର ନିଗମ କମିଶନର ନିଖିଲ ପୱନ୍ କଲ୍ୟାଣ, କଟକ ମେୟର ସୁବାଷ ସିଂ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *