Pratidin TV

Odisha's Digital News Platform

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବର୍ଷା ସାହୁ ; ପ୍ରାମଣ ନଥିବାରୁ ଥାନାକୁ ଆସିବାକୁ ଡରୁଛନ୍ତି ବର୍ଷା ….

1 min read

ଭୁବନେଶ୍ୱର ; କିଏ ଫେରାଇବ ଠକାମୀର ଶୀକାର ହୋଇଥିବା ଯୁବକଙ୍କ ଟଙ୍କା । ଇଷ୍ଟାରେ ବର୍ଷାଙ୍କ ଭିଡିଓ ଦେଖି ଇନଭେଷ୍ଟ କରିଥିଲେ ଯୁବକ । ଆଉ ଫସିଯାଇଥିଲେ ଚକ୍ରବ୍ୟୁହରେ । ତେବେ ଯୁବକ ଜଣଙ୍କ ବର୍ଷାଙ୍କ ଆକାଉଣ୍ଟ ସହ ତାଙ୍କ ନାଁରେ ଅଭିଯୋଗ କଲା ପରେ , ସାମ୍ନାକୁ ଆସୁନାହାନ୍ତି ବର୍ଷା । କୁମ୍ଭୀର କାନ୍ଦଣା କାନ୍ଦି ୟୁଟ୍ୟୁବରେ ପୋଷ୍ଟ କରୁଛନ୍ତି ଭିଡିଓ । ଆଉ କିଛି ଗଣାମାଧ୍ୟମକୁ ମଧ୍ୟ ଖବର ପ୍ରସାରଣ ପାଇଁ ଗାଳି ଗୁଲଜ କରିଥିଲେ ବର୍ଷା । ଯଦି ଦୋଷ ନାହିଁ ତେବେ ସାମ୍ନାକୁ କାହିଁକି ଆସୁନାହାନ୍ତି ବର୍ଷା ସାହୁ ? ସେ ନିର୍ଦ୍ଦୋସ ବୋଲି କାହିଁକି ଦେଉନାହାନ୍ତି ପ୍ରମାଣ ବୋଲି ଗଣମାଧ୍ୟମ ଆଗରେ ତଣ୍ଟି ପଠାଇ କହିଛନ୍ତି ଠାକାମୀର ଶୀକାର ହୋଇଥିବା ଯୁବକ ।

Advertisement

Leave a Reply

Your email address will not be published. Required fields are marked *