Pratidin TV

Odisha's Digital News Platform

ଧରାପଡିଲା ଟୁଙ୍ଗୁରୁ ଭୋଳର ମିଛ ଖେଳ: ଭଉଣୀ କି ଭାଉଜ ନୁହେଁ ଗର୍ଲଫ୍ରେଣ୍ଡ ଥିଲା ବର୍ଷା, ଦେଖନ୍ତୁ Video…

1 min read

ଭୁବନେଶ୍ୱର: ମିଡିଆ ସେନସେସନ୍ ଟୁଙ୍ଗୁରୁ ଭୋଳର ମିଛି ଧରପଡିଗଲା । ଗାର୍ଲଫ୍ରେଣ୍ଡକୁ ଭଉଣୀ ବୋଲି କହୁଥିଲା ଆଉ କ୍ୟାମେରା ସାମ୍ନାରେ ବେନକାବ ହୋଇଗଲା ଟୁଙ୍ଗୁରୁ ଭୋଳ । ମିଡିଆ ସାମ୍ନାରେ ଭଉଣୀ ଓ ଭାଉଜ କହିବାକୁ ପଛାଉନଥିବା ଟୁଙ୍ଗୁରୁ କିନ୍ତୁ କଲ କରି ବେଶ୍ ନୁଙ୍ଗୁରୁ ପୁଙ୍ଗୁରୁ ହେଉଥିଲା । ତୁ କେବଳ ମୋର, ମୁଁ ତତେ ବାହା ହେଲେ ପୁରା ଓଡ଼ିଶା ଦେଖିବ ବୋଳି ମଧ୍ୟ ଟୁଙ୍ଗୁରୁ କହିଥିଲା ।

ମୁଁ ବର୍ଷାକୁ ଭଲ ପାଏନି ସେ ଅଟୋ ଭଡା ନେବା ବାହାନାରେ ମତେ ଫସେଇ ଦେଇଛି । ସେ ଦୁଇଟି ଛୁଆର ମା’, ସେ ମୋ ଗାର୍ଲଫ୍ରେଣ୍ଡ ନୁହେଁ ବରଂ ଭଉଣୀ ବୋଲି କହିଥିଲା ଟୁଙ୍ଗୁରୁ । ତେବେ ବର୍ଷାକୁ କଲ୍ କରିଥିବା ବେଳେ ଖୋଲି ଯାଇଥିଲା ଟୁଙ୍ଗୁରୁର ଅସଲ ମୁଖା । ମିଳିଥିବା ପବ୍ଲିସିଟିରୁ ଫାଇଦା ଉଠାଇ କେମିତି ପଇସା କମେଇବ ସେ ଯୋଜନାରେ ରହିଥିଲା ଟୁଙ୍ଗୁରୁ । ୨ କୋଟି ଟଙ୍କା କମେଇଲେ ତୋର ମୋର ମିଶିି ଜଙ୍ଗଲ ପଳେଇବା । ବର୍ଷା ଭୋଳ କେବଳ ଟୁଙ୍ଗୁରୁର ଆଉ ମୁଁ ତତେ ବାହା ହେଲେ ପୁରା ଓଡ଼ିଶା ଦେଖିବ ବୋଲି ମଧ୍ୟ କହିଛି ଟୁଙ୍ଗୁରୁ ଭୋଳ । ଦେଖନ୍ତୁ ଭିଡିଓ…

Advertisement

Leave a Reply

Your email address will not be published. Required fields are marked *