Pratidin TV

Odisha's Digital News Platform

ମେଡିକାଲ ଛାତ୍ର ମୃତ୍ୟୁ ମାମଲା ; ଏନ୍‌ଏଚଆରସି ଟିମଙ୍କର ତଦନ୍ତ

1 min read

ଭୁବନେଶ୍ୱର ;ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ପ୍ରଥମ ବର୍ଷର ମେଡିକାଲ ଛାତ୍ର ନିଶାନ୍ତ କୁମାର ଛାତରୁ ଡେଇଁ ଆତ୍ମହତ୍ୟ କରିଥିବା ଘଟଣା ନେଇଛି ଏକ ଭିନ୍ନମୋଡ । ପରିବାର ଲୋକଙ୍କ କହିବା ମୁତାବକ ନିଶାନ୍ତ ଙ୍କୁ ଛାତରୁ କେହି ପେଲିଦେଇଛି ଅବା ତାକୁ ରାଗିଙ୍ଗ କରାଯାଇଛି ଯାହା ଫଳରେ ସେ ଡେଇଁବାକୁ ବାଧ୍ୟ ହୋଇଛି ।

ପୋଲିସଙ୍କ କହିବା ଅନୁଯାୟୀ ନିଶାନ୍ତଙ୍କ ମୃତ୍ୟୁ ଶୁକ୍ରବାର ରାତି ୨ ତାଲୁ ୨.୩୦ ମଧ୍ୟରେ ହୋଇଛି । ଏଥିନେଇ ସବିତା ମହାପାତ୍ର କଲେଜର ଡିନ ନିଜର ମତ ପ୍ରକାଶ କରିଛନ୍ତି ଯେ କଲେଜରେ ଆଣ୍ଟି ର‌୍ୟଗିଙ୍ଗ ଟିମ୍ ପ୍ରତ୍ୟକ ଦିନ ହଷ୍ଟେଲ ଯାଇଁ ଏଥିପ୍ରତି ବିଶେଷଭାବେ ଦୃଷ୍ଟି ଦିଅନ୍ତି । ଏହି ଦୁଇ ମନ୍ଥବ୍ୟକୁ ଦୃଷ୍ଟିରେ ରଖି ଏନ୍‌ଏଚ୍‌ଆରସିର ୩ ଜଣିଆ ଟିମ୍ ଜୁଲାଇ ୧ ତାଲିଖ ଯାଏଁ ତଦନ୍ତ କରିବ ।

Advertisement

Leave a Reply

Your email address will not be published. Required fields are marked *