Pratidin TV

Odisha's Digital News Platform

ସୋମବାର କେତେ ରହିଛି ସୁନା ଦର ,ପକାନ୍ତୁ ନଜର

1 min read

ଚାଲିଛି ପାର୍ବଣ ଋତୁ । ମା ଲକ୍ଷ୍ମୀ ଆଜି ଧରାପୃଷ୍ଠକୁ ଆସିଛନ୍ତି ।ବର୍ତ୍ତମାନ ଚାଲିଛି କାର୍ତ୍ତିକ ମାସ । ଆଜି ପ୍ରଥମ ସୋମବାର ଥିବା ବେଳେ ଆପଣ କିଣିବାକୁ ଚାହୁଁଛଡ଼୍‌ତି କି ସୁନା ? ତେବେ କେତେ ରହିଛି ସୁନା ଦର ଆସନ୍ତୁ ଜାଣିବା । ଆଜି ଭାରତୀୟ ବଜାରରେ ସୁନାଦର ସାମାନ୍ୟ କମ ରହିଛି । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୫,୭୨୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୬୦,୮୨୦ ଟଙ୍କା ହୋଇଛି । ଓଡ଼ିଶାର ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୪୧୦ ଟଙ୍କା ଟଙ୍କା ଓ ୬୨,୬୩୦ ଟଙ୍କା ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୭,୫୬୦ ଟଙ୍କା ଓ ୬୨, ୬୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୭,୫୬୦ ଟଙ୍କା ଓ ୬୨,୭୮୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୭,୪୧୦ ଟଙ୍କା ଓ ୬୨,୬୩୦ ଟଙ୍କା ରହିଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୦,୯୦୦ଟଙ୍କା ରହିଥିବା ନେଇ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *