ଗାଁ ରୁ ଆସି ଭୁବନେଶ୍ୱର ମଲ୍, ରେ କାମ କରୁଥିଲା ଝିଅ ନିଜ ଇଚ୍ଛାରେ ବାହାହେବା ପରେ ହଠାତ୍ ବଦଳିଗଲା ସବୁକିଛି…
1 min readନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଘରୁ ଗୋଡ କାଢିଥିଲା ଝିଅ । ଭୁବନେଶ୍ୱର ଆସି ଏକ ଘରୋଇ ସଂସ୍ଥାରେ କାମ କରୁଥିଲା । ଆଉ ଏପଟେ ଝିଅର ଭଲମନ୍ଦ କଥା ପଚାରି ବୁଝୁଥିଲେ ବାପା ମା । ହେଲେ କିଛଦିନ ପରେ ଝିଅ ଜଣେ ପୁଅକୁ ଭଲ ପାଇ ବାହାହେବ ବୋଲି କହିଥିଲା ଘର ଲୋକଙ୍କୁ । ହେଲେ ଏଥିରେ ଘର ଲୋକଙ୍କ ସହମତି ନଥିଲା ବେଳେ ଝିଅ ତାର ପ୍ରେମିକ ସହ ଭୁବନେଶ୍ୱର ଘରଭଡା ନେଇ ରହୁଥିଲା । କିନ୍ତୁ ହଠାତ ଆସିଲା ଝିଅର ମୃତ୍ୟୁ ଖବର । ଯାହାଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ସ୍ଥାନୀୟ ପୋଲିସ ଉପସ୍ଥିତିରେ ଝିଅ ରହୁଥିବା ଭଡାଘର କବାଟ ଖୋଲିବାରୁ ଝିଅ ସହ ତାର ପ୍ରେମିକର ମଧ୍ୟ ମୃତ ଦେହ ଝୁଲି ରହିଥିଲା । କୁହାଯାଇଛି ଯେ ଝିଅ ଯାହାକୁ ବିବାହ କରିବା ପାଇଁ କହୁଥିଲା ସେ ପୁଅଟି ଆଗରୁ ବିବାହିତ ଥିଲେ ବୋଲି । କିନ୍ତୁ କଣ ରହିଛି ଏ ଘଟଣାର ପ୍ରକୃତ ସତ୍ୟ ଦେଖନ୍ତୁ ଏହି ଭିଡିଓରେ… ।